ନିର୍ବପନ, ନିର୍ବ୍ବପନ Nirba(rbba)pana
- ସଂ. ବି. (ନିର୍ +ବପ ଧାତୁ=ଦାନ କରିବା+ଭାବ. ଅନ) — ଦାନ — Giving; donation
- ସଂ. ବି. (ନିର୍ +ବପ ଧାତୁ=ଦାନ କରିବା+ଭାବ. ଅନ) — ଅନ୍ନାଦି ପରିବେଷଣ — Serving of food
- ସଂ. ବି. (ନିର୍ +ବପ ଧାତୁ=ଦାନ କରିବା+ଭାବ. ଅନ) — ଶ୍ରାଦ୍ଧରେ ପିଣ୍ଡାଦି ଦାନ — Offering of cooked rice balls to the manes of the deceased ancestors