ନିର୍ବଚନୀୟ Nirbachanīya
- ସଂ. ବିଣ. (ନିର୍+ବଚ୍ ଧାତୁ+କର୍ମ. ଅନୀୟ) — ଯାହା ବାକ୍ୟରେ ପ୍ରକାଶ କରାଯାଇ ନ ପାରେ — Not capable of being expressed or described; inexpressible; indescribable
- ସଂ. ବିଣ. (ନିର୍+ବଚ୍ ଧାତୁ+କର୍ମ. ଅନୀୟ) — [ଦ୍ର—ନିର୍ବାଚନୀୟ ଓ ଅନିର୍ବଚନୀୟ ଏକ ଅର୍ଥ।]
- ସଂ. ବିଣ. (ନିର୍+ବଚ୍ ଧାତୁ+କର୍ମ. ଅନୀୟ) — ଯହା ବ୍ୟାଖ୍ୟାତ ହେବ — To be explained (M.W.)