ନିର୍ବଚନ, ନିର୍ବ୍ବଚନ Nirba(rbba)chana

  • ସଂ. ବି. (ନିର୍=ନିଶ୍ଚୟ+ବଚନ=ବାକ୍ୟ) — କଥନ — Speaking out; utterance; pronouncement
  • ସଂ. ବି. (ନିର୍=ନିଶ୍ଚୟ+ବଚନ=ବାକ୍ୟ) — ନିଶ୍ଚୟ ବାକ୍ୟ — Sure promise
  • ସଂ. ବି. (ନିର୍=ନିଶ୍ଚୟ+ବଚନ=ବାକ୍ୟ) — ମୀମାଂସା — Settlement; decision
  • ସଂ. ବି. (ନିର୍=ନିଶ୍ଚୟ+ବଚନ=ବାକ୍ୟ) — ନିରୂପଣ — Ascertainment
  • ସଂ. ବି. (ନିର୍=ନିଶ୍ଚୟ+ବଚନ=ବାକ୍ୟ) — ବ୍ୟାଖ୍ୟା — Explanation; interpretation
  • ସଂ. ବି. (ନିର୍=ନିଶ୍ଚୟ+ବଚନ=ବାକ୍ୟ) — ପ୍ରବଚନ; ଆପ୍ତବାକ୍ୟ — Proverb; a saying; adage
  • ସଂ. ବି. (ନିର୍=ନିଶ୍ଚୟ+ବଚନ=ବାକ୍ୟ) — ଶବ୍ଦ ବ୍ୟୁତ୍ପତ୍ତ ବିଦ୍ୟା — Etymology (M.W.)
  • ସଂ. ବିଣ — ନିର୍ବାକ୍; ମୌନ — Speechless; silent
  • ସଂ. ବିଣ — ଅନିନ୍ଦ୍ୟ — Blameless; unobjectionable