ନିର୍ବଂଶ Nirbaṁṡa

  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ବଂଶ) — ବଂଶହୀନ — Leaving no progeny; without posterity
  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ବଂଶ) — ନିଃସନ୍ତାନ; ଯାହାର କେହି ବଂଶଧର ନ ଥାଏ — Issueless; childless