ନିର୍ନିମେଷ ଲୋଚନ Nirnimesha lochana
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍ନିମେଷ+ଲୋଚନ ଯାହାର) — ଯାହାର ପଲକ ପଡ଼େନାହିଁ; ଆଖିପଲକ ନ ପକାଇ ଚାହିଁବା ବ୍ୟକ୍ତି — With a fixed gaze; one who does not wink
- ବି — (କର୍ମଧା) ଅନିମେଷ ଦୃଷ୍ଟି — Fixed gaze
- ବି — (ବହୁବ୍ରୀହି) ଦେବତା — The Gods