ନିର୍ନାମ Nirnāma
- ସଂ. ବିଣ (ବହୁବ୍ରୀହି; ନିର୍+ନାମନ୍) — ନାମହୀନ — Nameless
- ସଂ. ବିଣ (ବହୁବ୍ରୀହି; ନିର୍+ନାମନ୍) — ସମ୍ମାନହୀନ — Without honour
- ସଂ. ବିଣ (ବହୁବ୍ରୀହି; ନିର୍+ନାମନ୍) — ଅପ୍ରସିଦ୍ଧ — Unreputed
- ସଂ. ବିଣ (ବହୁବ୍ରୀହି; ନିର୍+ନାମନ୍) — ସାମାନ୍ୟ; କ୍ଷୁଦ୍ର — Insignificant