ନିର୍ନାଥତା Nirnāthatā

  • ସଂ. ବି — ବୈଧବ୍ୟ ଦଶା — Widowhood
  • ସଂ. ବି — ଅସ୍ୱାମିକ ଅବସ୍ଥା — The state of being masterless
  • ସଂ. ବି — ପିତୃମାତୃହୀନତା; ଛେଉଣ୍ଡପଣ — Orphanage (Apte)