ନିର୍ଧୂମ, ନିର୍ଦ୍ଧୂମ Nirdhū(rddhū)ma
- ସଂ. ବିଣ. (ବହୁବ୍ରୀହି; ନିର୍+ଧୂମ) — ଧୂମରହିତ — 1. Smokeless
- ସଂ. ବିଣ. (ବହୁବ୍ରୀହି; ନିର୍+ଧୂମ) — ମଲେ ହେଲେ ଶଲ୍ୟଙ୍କ ଦେହୁଟିର ଶୋଭା ଭାଙ୍ଗି ପକାଇଲା ନିର୍ଧୂମାନନ ପ୍ରଭା—କୃଷ୍ଣସିଂହ. ମହାଭାରତ. ଶଲ୍ୟ।
- ସଂ. ବିଣ. (ବହୁବ୍ରୀହି; ନିର୍+ଧୂମ) — ନିର୍ମଳ — Clear
- ସଂ. ବିଣ. (ବହୁବ୍ରୀହି; ନିର୍+ଧୂମ) — ନିଃଶେଷ — Emptied
- ସଂ. ବିଣ. (ବହୁବ୍ରୀହି; ନିର୍+ଧୂମ) — ଶାନ୍ତ — Clam
- ଦେ. ବିଣ — ଅତ୍ୟନ୍ତ — Excessive
- ଦେ. ବିଣ — ଶୋଇ କରି ହଗ ଅବା ଠିଆ ହୋଇ ମୁତ ନିର୍ଧୂମ ଖରାରେ ପିନ୍ଧି ବନାତର କୋଟ—ଫକୀରମୋହନ, ଉତ୍କଳଭ୍ରମଣ।
- ଦେ. ବିଣ — ବେଦମ୍ — Breathless
- ବିଣର ବିଣ. ଓ କ୍ରି. ବିଣ — ଅତ୍ୟନ୍ତରୂପେ — Excessively
- ବିଣର ବିଣ. ଓ କ୍ରି. ବିଣ — (ଯଥା—ନିର୍ଧୂମ ମାଡ଼ୁଆ।)