ନିର୍ଧୂତ, ନିର୍ଦ୍ଧୂତ Nirdhū(rddhū)ta
- ସଂ. ବିଣ. (ନିର୍+ଧୂ ଧାତୁ=କମ୍ପିତହେବା+କର୍ତ୍ତୃ. ତ) — ବିଧୂନିତ; ବିକମ୍ପିତ — Shaken; agitated
- ସଂ. ବିଣ. (ନିର୍+ଧୂ ଧାତୁ=କମ୍ପିତହେବା+କର୍ତ୍ତୃ. ତ) — ପରିବର୍ଜିତ; ତ୍ୟକ୍ତ — Abandoned; deserted
- ସଂ. ବିଣ. (ନିର୍+ଧୂ ଧାତୁ=କମ୍ପିତହେବା+କର୍ତ୍ତୃ. ତ) — ଦୂରୀକୃତ; ବିଦୂରିତ — Removed; cast off
- ସଂ. ବିଣ. (ନିର୍+ଧୂ ଧାତୁ=କମ୍ପିତହେବା+କର୍ତ୍ତୃ. ତ) — ନିରାକୃତ; ବିନଷ୍ଟ — Exterminated; eradicated
- ସଂ. ବିଣ. (ନିର୍+ଧୂ ଧାତୁ=କମ୍ପିତହେବା+କର୍ତ୍ତୃ. ତ) — ବହିଷ୍କୃତ — Expelled; removed
- ସଂ. ବିଣ. (ନିର୍+ଧୂ ଧାତୁ=କମ୍ପିତହେବା+କର୍ତ୍ତୃ. ତ) — ଖଣ୍ଡିତ — Refuted
- ସଂ. ବିଣ. (ନିର୍+ଧୂ ଧାତୁ=କମ୍ପିତହେବା+କର୍ତ୍ତୃ. ତ) — ବିନଷ୍ଟ — Destroyed
- ସଂ. ବିଣ. (ନିର୍+ଧୂ ଧାତୁ=କମ୍ପିତହେବା+କର୍ତ୍ତୃ. ତ) — ବଞ୍ଚିତ — Deprived; bereft of (M.W.)
- ସଂ. ବିଣ. (ନିର୍+ଧୂ ଧାତୁ=କମ୍ପିତହେବା+କର୍ତ୍ତୃ. ତ) — ଅନୁଭୂତ — Sufferd; undergone (M.W.)
- ସଂ. ବି. ପୁଂ. — ବନ୍ଧୁମାନଙ୍କଦ୍ୱାରା ପରିତ୍ୟକ୍ତ ବ୍ୟକ୍ତି — A man. abandoned by his relatives and friends (M.W.)