ନିର୍ଧାରକ Nirdāraka

  • ସଂ. ବିଣ. ପୁଂ. (ନିର୍+ଧୃ ଧାତୁ+କର୍ତ୍ତୃ. ଅକ) — ନିର୍ଦ୍ଧାରଣ— କାରୀ; ମୀମାଂସକ — Ascertaining; determining; resolving; settling; deciding