ନିର୍ଦ୍ଦୟ Nirddaya
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଦୟା) — ନିଷ୍କରୁଣ — Merciless; unkind; unfeeling
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଦୟା) — ନିଷ୍ଠୁର; କ୍ରୁର; ହିଂସ୍ର — Cruel; hard-hearted
- ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଦୟା) — କଠୋର — Severe; harsh
- ବି — (ପ୍ରାଚୀନପଦ୍ୟ) ନିର୍ଦ୍ଦୟତା; ନିଷ୍ଠୁରତା — Cruelty; hard heartedness
- ବି — ସେହି ହୃଦୟ ଏବେ ଉଦୟ ତହିଁ ନିର୍ଦ୍ଦୟ ବାର। ଭଞ୍ଜ. ପ୍ରେମସୁଧାନିଧି।