ନିର୍ଦ୍ଦୋଷ Nirddosha
- ସଂ. ବିଣ. ପୁଂ (ବହୁବ୍ରୀହି; ନିର+ଦୋଷ) — ଦୋଷହୀନ — Faultless; free from blemish or complications
- ସଂ. ବିଣ. ପୁଂ (ବହୁବ୍ରୀହି; ନିର+ଦୋଷ) — ନିରପରାଧ — Innocent; guiltless
- ସଂ. ବିଣ. ପୁଂ (ବହୁବ୍ରୀହି; ନିର+ଦୋଷ) — ବିଶୁଦ୍ଧ — Pure
- ସଂ. ବିଣ. ପୁଂ (ବହୁବ୍ରୀହି; ନିର+ଦୋଷ) — ଅନିନ୍ଦ୍ୟ — Blameless
- ସଂ. ବିଣ. ପୁଂ (ବହୁବ୍ରୀହି; ନିର+ଦୋଷ) — ଠିକ୍ — Accurate
- ସଂ. ବିଣ. ପୁଂ (ବହୁବ୍ରୀହି; ନିର+ଦୋଷ) — ସମ୍ପୂର୍ଣ୍ଣ — Complete; radical
- ସଂ. ବିଣ. ପୁଂ (ବହୁବ୍ରୀହି; ନିର+ଦୋଷ) — ନିଷ୍ପାପ — Sinless
- ସଂ. ବିଣ. ପୁଂ (ବହୁବ୍ରୀହି; ନିର+ଦୋଷ) — ରୋଗଶୂନ୍ୟ — Free from illness