ନିର୍ଦ୍ଦେଶ Nirddeṡa
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ଆଦେଶ; ଆଜ୍ଞା — Command; order; mandate
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ଯାଆ ବୋଲି ନୃପକୁ ଦେଲେ ସେ ନିର୍ଦ୍ଦେଶ। କୃଷ୍ଣସିଂହ. ମହାଭାରତ ସରା।
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ଅବଧାରଣ; ନିରୂପଣ — Determination
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — କଥନ — Mention; statement
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ପ୍ରଦର୍ଶନ — Exhibition
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ଉପଦେଶ — Advice
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ଉଲ୍ଲେଖ — Reference
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ବର୍ଣ୍ଣନ — Description; narration
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ସାକ୍ଷ୍ୟ — Testimony
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ନିୟୋଜନ — Appointment
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ବେତନ — Salary
- ସଂ. ବି. (ନିର୍+ଦିଶ୍ ଧାତୁ+ଭାବ. ଅ) — ସଂଜ୍ଞା — Definition; designation