ନିର୍ଦ୍ଦେଶକ Nirddeṡaka
- ସଂ. ବିଣ. ପୁଂ. (ନିର୍+ଦିଶ୍ ଧାତୁ+କର୍ତ୍ତୃ. ଅକ) — ଆଜ୍ଞାପକ — Commanding; ordering
- ସଂ. ବିଣ. ପୁଂ. (ନିର୍+ଦିଶ୍ ଧାତୁ+କର୍ତ୍ତୃ. ଅକ) — ବର୍ଣ୍ଣନକାରୀ — Describing
- ସଂ. ବିଣ. ପୁଂ. (ନିର୍+ଦିଶ୍ ଧାତୁ+କର୍ତ୍ତୃ. ଅକ) — ପରିଚାଳକ — Guiding; conducting
- ସଂ. ବିଣ. ପୁଂ. (ନିର୍+ଦିଶ୍ ଧାତୁ+କର୍ତ୍ତୃ. ଅକ) — ପ୍ରଦର୍ଶକ — Showing
- ସଂ. ବିଣ. ପୁଂ. (ନିର୍+ଦିଶ୍ ଧାତୁ+କର୍ତ୍ତୃ. ଅକ) — ଉପଦେଶକ — Instructing
- ସଂ. ବିଣ. ପୁଂ. (ନିର୍+ଦିଶ୍ ଧାତୁ+କର୍ତ୍ତୃ. ଅକ) — ଅବଧାରକ; ନିର୍ଣ୍ଣାୟକ — Ascertaining; settling; determining
- ସଂ. ବିଣ. ପୁଂ. (ନିର୍+ଦିଶ୍ ଧାତୁ+କର୍ତ୍ତୃ. ଅକ) — ଯାହା ବା ଯେ କୌଣସି ପଦାର୍ଥର ସଂଜ୍ଞା ନିର୍ଦ୍ଦେଶ କରେ — Designating; defining