ନିର୍ଦ୍ଦିଷ୍ଟ Nirddishṭa
- ସଂ. ବିଣ. (ନିର୍+ଦିଶ୍ ଧାତୁ=ଦେଖାଇବା+କର୍ମ. ତ) — ନିଶ୍ଚିତ — Certain
- ସଂ. ବିଣ. (ନିର୍+ଦିଶ୍ ଧାତୁ=ଦେଖାଇବା+କର୍ମ. ତ) — ଅବଧାରିତ — Determined; settled; ascertained; fixed upon
- ସଂ. ବିଣ. (ନିର୍+ଦିଶ୍ ଧାତୁ=ଦେଖାଇବା+କର୍ମ. ତ) — କଥିତ; ଉଲ୍ଲିଖିତ — Aforesaid; mentioned
- ସଂ. ବିଣ. (ନିର୍+ଦିଶ୍ ଧାତୁ=ଦେଖାଇବା+କର୍ମ. ତ) — ବର୍ଣ୍ଣିତ — Described
- ସଂ. ବିଣ. (ନିର୍+ଦିଶ୍ ଧାତୁ=ଦେଖାଇବା+କର୍ମ. ତ) — ପ୍ରଦର୍ଶିତ — Pointed out
- ସଂ. ବିଣ. (ନିର୍+ଦିଶ୍ ଧାତୁ=ଦେଖାଇବା+କର୍ମ. ତ) — ଉପଦିଷ୍ଟ; ଆଦିଷ୍ଟ — Commanded; ordered