ନିର୍ଦ୍ଦିଗ୍ଧ Nirddigdha

  • ସଂ. ବିଣ. (ନିର୍+ଦିହ୍ ଧାତୁ+କର୍ମ. ତ) — ଲେପିତ — Anointed
  • ସଂ. ବିଣ. (ନିର୍+ଦିହ୍ ଧାତୁ+କର୍ମ. ତ) — ବଳବାନ୍ — Powerful; strong