ନିର୍ଦ୍ଦର Nirddara

  • ସଂ. ବିଣ. (ନିର୍=ନାହି+ଦୃ ଧାତୁ=ଆଦର କରିବା+କର୍ମ. ଅ) — ନିର୍ଭୟ — Fearless
  • ସଂ. ବିଣ. (ନିର୍=ନାହି+ଦୃ ଧାତୁ=ଆଦର କରିବା+କର୍ମ. ଅ) — କଠୋର — Harsh
  • ସଂ. ବିଣ. (ନିର୍=ନାହି+ଦୃ ଧାତୁ=ଆଦର କରିବା+କର୍ମ. ଅ) — ନିର୍ଲଜ୍ଜ — Shameless; immodest
  • ସଂ. ବି. ନିର୍ଝର; ଝରଣା — Fountain; spring