ନିର୍ଦେଶ୍ୟ Nirddeṡya

  • ସଂ. ବିଣ. (ନିର୍+ଦିଶ୍ ଧାତୁ+କର୍ମ. ଯ) — ବର୍ଣ୍ଣନୀୟ — Describable
  • ସଂ. ବିଣ. (ନିର୍+ଦିଶ୍ ଧାତୁ+କର୍ମ. ଯ) — ନିର୍ଣ୍ଣେୟ — Ascertainable