ନିର୍ଦେଶିବା Nirdeṡibā

  • ଦେ. (ପଦ୍ୟ) କ୍ରି. (ସଂ. ନିର୍ଦ୍ଦେଶ) — ନିର୍ଦ୍ଦେଶ କରିବା; ପ୍ରଦର୍ଶନ କରିବା — To point out
  • ଦେ. (ପଦ୍ୟ) କ୍ରି. (ସଂ. ନିର୍ଦ୍ଦେଶ) — ଦେବ ବୈଶ୍ୱାନର ତହୁଁ ବୋଇଲେ ବାରୁଣୀଦିଗେ ଅଙ୍ଗୁଳି ନିର୍ଦ୍ଦେଶି। ରାଧାନାଥ. ମହାଯାତ୍ରା।