ନିର୍ଦେଶନ Nirddeṡana
- ସଂ. ବି (ନିର୍+ଦିଶ୍ ଧାତୁ+ ଭାବ. ଅନ) — ନିର୍ଣ୍ଣୟକରଣ — Ascertainment
- ସଂ. ବି (ନିର୍+ଦିଶ୍ ଧାତୁ+ ଭାବ. ଅନ) — ନିୟୋଗକରଣ — Appointing
- ସଂ. ବି (ନିର୍+ଦିଶ୍ ଧାତୁ+ ଭାବ. ଅନ) — ବର୍ଣ୍ଣନ — Description
- ସଂ. ବି (ନିର୍+ଦିଶ୍ ଧାତୁ+ ଭାବ. ଅନ) — ଆଦେଶ — Command; order
- ସଂ. ବି (ନିର୍+ଦିଶ୍ ଧାତୁ+ ଭାବ. ଅନ) — କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ବିଷୟ ସମ୍ପତ୍ତିକୁ ନିୟୋଜିତ କରିବା — Appropriation of property to a particular purpose