ନିର୍ଦଣ୍ଡ Nirdaṇḍa

  • ସଂ. ବିଣ. (ବହୁବ୍ରୀହି; ନିର୍+ଦଣ୍ଡ) — ସର୍ବଥା ଦଣ୍ଡାର୍ହ (ବ୍ୟକ୍ତି) — Punishable in all ways
  • ସଂ. ବି. — ଶୂଦ୍ର(ଯାହା ଉପରେ ସବୁ ପ୍ରକାର ଦଣ୍ଡ ପ୍ରୟୋଗ କରାଯାଏ) — A Ṡūdra