ନିର୍ଣ୍ଣୟ Nirṇṇaya
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ନିୟୋଗ — Engagement
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ଅବଧାରଣ — Ascertaining; settlement
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ନିୟମପତ୍ର — Agreement
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ସ୍ଥିରତା — Certainty
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ପ୍ରମାଣ — Demonstration
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ତର୍କ; ନିଷ୍ପତ୍ତି; ସିଦ୍ଧାନ୍ତ — Determination; resolution; conclusion; deduction; inference
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ତର୍କ — Argument; discussion
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ରାଏ; ଫଏସଲା — Decree; judgment
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ବିଚାରପତିଙ୍କ ଶେଷ ହୁକୁମ — The verdict or sentence of a judge
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ଅପସାରଣ — Removal (Apte)
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ଶେଷ ନିଷ୍ପତ୍ତି — Decision
- ସଂ. ବି. (ନିର୍=ନିଶ୍ଚୟ+ନୀ ଧାତୁ=ଚାଳିତକରିବା+ଭାବ. ଅ) — ଅନୁସନ୍ଧାନ — Investigation (Apte)