ନିର୍ଣ୍ଣୟପାଦ Nirṇṇayapāda

  • ସଂ. ବି. (ନ୍ୟାୟଶାସ୍ତ୍ର) — ସମବେତ ସଭାସଦମାନଙ୍କର ନିଷ୍ପତ୍ତି — A verdict of assembled persons
  • ସଂ. ବି. (ନ୍ୟାୟଶାସ୍ତ୍ର) — (ହିନ୍ଦୁସ୍ମୃତି) ବିଚାରପତିଙ୍କ ଶେଷ ଆଦେଶ — A sentence; decree; verdict (Apte)