ନିର୍ଣ୍ଣେ Nirṇṇe

  • ଗ୍ରା. ବି. (ପ୍ରାଚୀନ ବ୍ୟବହାର) — ନିର୍ଣ୍ଣୟ; ଅବଧାରଣ — Ascertainment
  • ଗ୍ରା. ବି. (ପ୍ରାଚୀନ ବ୍ୟବହାର) — ଏରୂପେ ବେଦେ ବ୍ରହ୍ମପୁରି ବେଦ ନ ଜାଣେ ନିର୍ଣ୍ଣେ କରି। ଭୂପତି. ପ୍ରେମପଞ୍ଚାମୃତ।
  • କ୍ରି. ବିଣ. — ସମ୍ପୂର୍ଣ୍ଣରୂପେ; ବିଶଦ ଭାବରେ — Clearly; fully
  • କ୍ରି. ବିଣ. — ଥୋକାଏ ଥୋକାଏ ଜାଣନ୍ତି ନିର୍ଣ୍ଣେ ବଖାଣି ନ ପାରନ୍ତି। ପ୍ରାଚୀ ନିର୍ଗୁଣମାହାତ୍ମା।