ନିର୍ଣ୍ଣେଜକ Nirṇṇejaka

  • ସଂ. ବି. ପୁଂ. (ନିର୍+ନିଜ୍ ଧାତୁ+ କର୍ତ୍ତୃ. ଅକ) — ଧୋବା; ରଜକ — Washerman
  • ସଂ. ବିଣ. — ପରିଷ୍କାରକ — Clearing; cleansing