ନିର୍ଣ୍ଣିମେଷ Nirṇṇimesesha

  • ସଂ. ବିଣ. ପୁଂ. (ନିର୍+ନିମେଷ; ବହୁବ୍ରୀହି) — ନିମେଷଶୂନ୍ୟ — Winkless
  • ସଂ. ବିଣ. ପୁଂ. (ନିର୍+ନିମେଷ; ବହୁବ୍ରୀହି) — ଯାହା ଆଖିରେ ପଲକ ପଡ଼େ ନାହିଁ — One whose eyes do not wink
  • ସଂ. ବି. — ବିଷ୍ଣୁ — A name of Bishṇu