ନିର୍ଣ୍ଣାୟକ Nirṇṇāyaka
- ସଂ. ବିଣ. ପୁଂ. (ନିର୍=ନିଶ୍ଚିତରୂପେ+ନୀ ଧାତୁ= ନେବା+କର୍ତ୍ତୃ. ଅକ) — ନିରୂପକ — Determining; ascertaining
- ସଂ. ବିଣ. ପୁଂ. (ନିର୍=ନିଶ୍ଚିତରୂପେ+ନୀ ଧାତୁ= ନେବା+କର୍ତ୍ତୃ. ଅକ) — ନିର୍ଦ୍ଧାରକ — Certifying
- ସଂ. ବିଣ. ପୁଂ. (ନିର୍=ନିଶ୍ଚିତରୂପେ+ନୀ ଧାତୁ= ନେବା+କର୍ତ୍ତୃ. ଅକ) — ନିଷ୍ପାଦକ — Ascertaining; leading to a decision
- ସଂ. ବିଣ. ପୁଂ. (ନିର୍=ନିଶ୍ଚିତରୂପେ+ନୀ ଧାତୁ= ନେବା+କର୍ତ୍ତୃ. ଅକ) — ମୀମାଂସକ — Deciding; decisive
- ସଂ. ବିଣ. ପୁଂ. (ନିର୍=ନିଶ୍ଚିତରୂପେ+ନୀ ଧାତୁ= ନେବା+କର୍ତ୍ତୃ. ଅକ) — ଯହିଁରୁ କୌଣସି ବିଷୟ ନିର୍ଣ୍ଣୟ କରାଯାଏ — Leading to a decision; conclusive