ନିର୍ଝରିଣୀ Nirjhariṇī

  • ସଂ. ବି. ସ୍ତ୍ରୀ. (ନିର୍ଝର+ଇନ୍+ସ୍ତ୍ରୀ. ଈ) — ଗିରି ନଦୀ — A mountain torrent
  • ସଂ. ବି. ସ୍ତ୍ରୀ. (ନିର୍ଝର+ଇନ୍+ସ୍ତ୍ରୀ. ଈ) — ପ୍ରବାହବତୀ ନଦୀ — River; stream
  • ସଂ. ବି. ସ୍ତ୍ରୀ. (ନିର୍ଝର+ଇନ୍+ସ୍ତ୍ରୀ. ଈ) — ଝରଣା — A spring