ନିର୍ଜୀବ, ନିର୍ଜ୍ଜୀବ Nirjī(rjjī)ba.

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଜୀବ) — ଜୀବନହୀନ — Lifeless; inanimate
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଜୀବ) — ନିସ୍ତେଜ — Vigourless; lanquid
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଜୀବ) — ଅତି ଦୁର୍ବଳ — Very weak
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଜୀବ) — ମୃତ — Dead