ନିର୍ଜିହ୍ୱ Nirjihwa

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଜିହ୍ୱା) — ଯାହାର ଜିଭ ନାହିଁ — Tongueless
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଜିହ୍ୱା) — ଯାହାର ଜିହ୍ୱା ନିର୍ଗତ ହୋଇଅଛି — Having a protruding tongue
  • ସଂ. ବି. (ନିର୍=ନାହିଁ+ଜିହ୍ୱା) — ଭେକ; ବେଙ୍ଗ — Frog