ନିର୍ଜଳ, ନିର୍ଜ୍ଜଳ Nirja(rjja)ḻa

  • ସଂ. ବିଣ.—(ନିର୍+ଜଳ) — ଜଳହୀନ — Waterless
  • ସଂ. ବିଣ.—(ନିର୍+ଜଳ) — ଏ ବାହାରେ ପୁତ୍ର ପୁଣି ନ ରହେ ଘରେ, ଯେ ପରକାରେ ମାଛ ନିର୍ଜଳ ପଙ୍କରେ। କୃଷ୍ଣସିଂହ, ମହାଭାରତ. ଶାନ୍ତି।
  • ସଂ. ବିଣ.—(ନିର୍+ଜଳ) — ଶୁଷ୍କ — Dry; arid
  • ସଂ. ବିଣ.—(ନିର୍+ଜଳ) — ଜଳଦ୍ୱାରା ଅବିମିଶ୍ରିତ — Unadulrerated with water; not mixed with water
  • ସଂ. ବିଣ.—(ନିର୍+ଜଳ) — ନିରମ୍ବୁ; ଜଳପାନରହିତ; ଯେଉଁ ବ୍ରତ ଆଦି ଉପଲକ୍ଷରେ ବ୍ରତଧାରୀ ବ୍ୟକ୍ତି ଜଳସୁଦ୍ଧା ପାନ କରେ ନାହିଁ — Subsisting without even taking water
  • ସଂ. ବିଣ.—(ନିର୍+ଜଳ) — କରନ୍ତି ଏକାଦଶୀ ବ୍ରତ, ନିର୍ଜଳ ଯାମିନୀ ଜାଗ୍ରତ—ଭୂପତି. ପ୍ରେମପଞ୍ଚାମୃତ।
  • ବି — ଜଳଶୂନ୍ୟ ମରୁଭୂମି — Waterless desert
  • ଦେ. ବି. — ନିର୍ଜଳା (ଦେଖ) — Nirjaḻā (See)