ନିର୍ଜର, ନିର୍ଜ୍ଜର Nirja(rjja)ra

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଜରା=ବୃଦ୍ଧତ୍ୱ) — ଜରାରହିତ — Undecaying
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଜରା=ବୃଦ୍ଧତ୍ୱ) — ବିନାଶ ବା କ୍ଷୟରହିତ — Free from decrepitude; imperishable
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଜରା=ବୃଦ୍ଧତ୍ୱ) — ଯୁବକ — Young
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଜରା=ବୃଦ୍ଧତ୍ୱ) — ମରଣରହିତ; ଅମର — Immrortal
  • ବି. — ଦେବତା — Deity
  • ବି. — ସୁଧା; ଅମୃତ — Nectar; ambrosia
  • ଦେ. ବି. — ଯୁବକ — Grown-up man
  • ଦେ. ବି. — ବାଲ୍ୟ ଅବସ୍ଥା ସ୍ମରଣା ନିର୍ଜରେ ସାରଣୀ ଫିଙ୍ଗିଲା ପରି ରେ— ଭଞ୍ଜ. ବୈଦେହୀଶବିଳାସ।