ନିର୍ଜନ, ନିର୍ଜ୍ଜନ Nirja(rjja)na
- ସଂ. ବିଣ. (ବହୁବ୍ରୀହି; ନିର୍+ଜନ) — ଜନହୀନ; ନିଭୃତ — Lonely; deserted; desolate
- ସଂ. ବିଣ. (ବହୁବ୍ରୀହି; ନିର୍+ଜନ) — ଏକାକୀ — Solitary
- ସଂ. ବିଣ. (ବହୁବ୍ରୀହି; ନିର୍+ଜନ) — ବିଜନ — Uninhabited
- ବି. — ବିଜନସ୍ଥାନ — Lonely place; solitude; wilderness
- ଦେ. ବିଣ. — ନିସ୍ତବ୍ଧ — Silent
- ଦେ. ବିଣ. — (ଯଥା—ନିର୍ଜନ ରାତି)