ନିର୍ଜନ କାରାବାସ Nirjana kārābāsa

  • ଦେ. ବି. — ଗୁରୁତ୍ୱର ଅପରାଧୀ ପ୍ରତି ପ୍ରଯୁଜ୍ୟ ଅନ୍ୟ ବନ୍ଦୀମାନଙ୍କଠାରୁ ପୃଥକ୍ ବାସରୂପ କାରାବାସ — Solitary confinement
  • ଦେ. ବି. — [ଦ୍ର—ଏଥିରେ ବନ୍ଦୀ କାହାରି ସଙ୍ଗେ ଦେଖା ହେବାର ସୁବିଧା ପାଏ ନାହିଁ।]