ନିର୍ଜଞ୍ଜାଳୀ Nirjan̄jāḻī

  • ଦେ. ବିଣ. — ନିଜଂଜାଳ (ଦେଖ) — Nijaṅjāḻa (See)
  • ଦେ. ବିଣ. — ବରଷା ଶୀତ ଖରା ଋତୁରେ ଜାଜଳି; ରହିଥାନ୍ତି ପଦାରେ ହୋଇ ନିର୍ଜଞ୍ଜାଳୀ। କୃଷ୍ଣସିଂହ, ମହାଭାରତ. ଶାନ୍ତି।