ନିର୍ଘୋଷଣା Nirghoshaṇā

  • ଦେ. ବି. (ସଂ. ନିର୍ଘୋଷ) — ଗମ୍ଭୀରଧ୍ୱନି ବା ଶବ୍ଦ — Loud sound
  • ଦେ. ବି. (ସଂ. ନିର୍ଘୋଷ) — ମୃଦଙ୍ଗ ଶଙ୍ଖ ଭେରୀ ବୀଣା, ଘଣ୍ଟ ଦୁନ୍ଦୁଭୀ ନିର୍ଘୋଷଣା। ଜଗନ୍ନାଥ ଭାଗବତ।