ନିର୍ଗମିବା Nirgamibā

  • ଦେ. (ପଦ୍ୟ) କ୍ରି — ବାହାରିବା — To go out
  • ଦେ. (ପଦ୍ୟ) କ୍ରି — କଟାକ୍ଷେ ବିଦୀର୍ଣ୍ଣ ଅବନୀତଳ ନିର୍ଗମିଲା ତହୁଁ ପ୍ରଭାମଣ୍ଡଳ। ନନ୍ଦକିଶୋରୀ. ସୀତାବନବାସ।