ନିରୋଷ୍ଠକ Niroshṭhaka
- ଦେ. ବି — ଶବ୍ଦାଳଙ୍କାରବିଶେଷ; ଯେଉଁ ପଦ୍ୟରେ ବ୍ୟବହୃତ ଶବ୍ଦମାନଙ୍କରେ ଓଷ୍ଠ୍ୟ ବର୍ଣ୍ଣର ଅକ୍ଷର (ଅର୍ଥାତ୍ ଉ, ଊ, ପ, ଫ, ବ, ଭ, ମ—ଏ ସବୁ) ନ ଥାଏ — A kind of composition in which no labial letter is used
- ଦେ. ବି — ଓଷ୍ଠ୍ୟବର୍ଣ୍ଣରହିତ ବାକ୍ୟ — A word having no labial letter