ନିରୋଳିବା Niroḻibā

  • ଦେ. କ୍ରି — ଉନ୍ମୀଳନ କରିବା — To open
  • ଦେ. କ୍ରି — ପ୍ରକାଶ କରିବା — To exhibit
  • ଦେ. କ୍ରି — ଏକ ଦୃଷ୍ଟିରେ ଚାହିଁ ରହିବା; ନିରେଖିବା — To gaze at; to stare; to look at with a fixed look
  • ଦେ. କ୍ରି — ଊର୍ଦ୍ଧ୍ୱେ ସେ ବେନିକର ତୋଳି ଚାହିଁଲା ଗଗନେ ନିରୋଳି—ଜଗନ୍ନାଥ, ଭାଗବତ।