ନିରୋପିବା Niropibā

  • ଦେ. (ପଦ୍ୟ) କ୍ରି. (ସଂ. ନିରୂପଣ) — ନିରୂପଣ କରିବା; ନିର୍ଣ୍ଣୟ କରିବା — To ascertain; to settle
  • ଦେ. (ପଦ୍ୟ) କ୍ରି. (ସଂ. ନିରୂପଣ) — ସକଳ ଧର୍ମ ରାଜା ଆଗେ, ନିରୋପି ଭୀଷ୍ମ ଅନୁରାଗେ— ଜଗନ୍ନାଥ. ଭାଗବତ।
  • ଦେ. (ପଦ୍ୟ) କ୍ରି. (ସଂ. ନିରୂପଣ) — ଯୁକ୍ତି କରିବା — To fix; to join to; to attach
  • ଦେ. (ପଦ୍ୟ) କ୍ରି. (ସଂ. ନିରୂପଣ) — ଏରୂପେ ସାଧନ ସେ କଲେ ବ୍ରହ୍ମରେ ଆତ୍ମା ନିରୋପିଲେ—ଜଗନ୍ନାଥ. ଭାଗବତ।
  • ଦେ. (ପଦ୍ୟ) କ୍ରି. (ସଂ. ନିରୂପଣ) — ନିଶ୍ଚଳରୂପେ ସ୍ଥାପିବା — To place any thing fixedly
  • ଦେ. (ପଦ୍ୟ) କ୍ରି. (ସଂ. ନିରୂପଣ) — ପକ୍ଷୀସ୍ୱରୂପ ମୁନିଗଣେ ମନ ନିରୋପି ତୋ ଚରଣେ—ଜଗନ୍ନାଥ, ଭାଗବତ।
  • ଦେ. (ପଦ୍ୟ) କ୍ରି. (ସଂ. ନିରୂପଣ) — ନିରୀକ୍ଷଣ କରିବା — To observe
  • ଦେ. (ପଦ୍ୟ) କ୍ରି. (ସଂ. ନିରୂପଣ) — ଅଙ୍ଗଷ୍ଠି ନୁହଇ ଅଛି ଅଙ୍ଗୁଷ୍ଠି ଆକାର ନିରୋପି ଚାହିଁଲେ ଦିଶେ ଶୂନ୍ୟର ଆକାର—ପ୍ରାଚୀ, ବ୍ରହ୍ମନିରୂପଣଗୀତା।