ନିରୋଧିବା Nirodhibā

  • ଦେ. କ୍ରି. (ସଂ. ନି+ରୁଧ୍ ଧାତୁ) — ଅଟକାଇବା; ବାଧା ଦେବା — To restrain; to obstruct
  • ଦେ. କ୍ରି. (ସଂ. ନି+ରୁଧ୍ ଧାତୁ) — ନିରୋଧନ୍ତେ ପାଣ୍ଡୁ ସେନାଙ୍କୁ ଜୟଦ୍ରଥ, ମହତଯୁଦ୍ଧ ପ୍ରବର୍ତ୍ତିଲା ନରନାଥ। କୃଷ୍ଣସିଂହ, ମହାଭାରତ. ଦ୍ରୋଣ।
  • ଦେ. କ୍ରି. (ସଂ. ନି+ରୁଧ୍ ଧାତୁ) — ବନ୍ଦୀ କରିବା — Confine
  • ଦେ. କ୍ରି. (ସଂ. ନି+ରୁଧ୍ ଧାତୁ) — ଅବରୋଧ କରିବା — To beseige; to block up
  • ଦେ. କ୍ରି. (ସଂ. ନି+ରୁଧ୍ ଧାତୁ) — ବାରଣ କରିବା — To prohibit
  • ଦେ. କ୍ରି. (ସଂ. ନି+ରୁଧ୍ ଧାତୁ) — ବାଧ୍ୟ କରିବା — To coerce