ନିରେଖିବା Nirekhibā

  • ଦେ. କ୍ରି. (ସଂ. ନିରୀକ୍ଷଣ) — ନିରୀକ୍ଷଣ କରିବା; ଚାହିଁବା — To look at
  • ଦେ. କ୍ରି. (ସଂ. ନିରୀକ୍ଷଣ) — ଅତ୍ୟନ୍ତ ମନୋଯୋଗପୂର୍ବକ ଚାହିଁବା — To observe
  • ଦେ. କ୍ରି. (ସଂ. ନିରୀକ୍ଷଣ) — ନିରେଖି ଉଚ୍ଚାରୁ ଥରେ ଆହା। କବିସୂର୍ଯ୍ୟ. କିଶୋରୀଚମ୍ପୁ. ଞ. ଗୀତ।