ନିରୂପଣୀୟ Nirūpaṇīya

  • ସଂ. ବିଣ. (ନି+ରୂପି ଧାତୁ+କର୍ମ. ଅନୀୟ) — ନିରୂପଣ ଯୋଗ୍ୟ; ଅବଧାରଣ ଯୋଗ୍ୟ — Fit to be determined; ascertainable
  • ସଂ. ବିଣ. (ନି+ରୂପି ଧାତୁ+କର୍ମ. ଅନୀୟ) — ଅବଲୋକନୀୟ — Fit to be looked at
  • ସଂ. ବିଣ. (ନି+ରୂପି ଧାତୁ+କର୍ମ. ଅନୀୟ) — ଚିନ୍ତନୀୟ; ବିଚାର୍ଯ୍ୟ — Worthy of consideration
  • ସଂ. ବିଣ. (ନି+ରୂପି ଧାତୁ+କର୍ମ. ଅନୀୟ) — ନିଦର୍ଶନୀୟ — Assignable
  • ସଂ. ବିଣ. (ନି+ରୂପି ଧାତୁ+କର୍ମ. ଅନୀୟ) — ବିତର୍କନୀୟ — Inferable
  • ସଂ. ବିଣ. (ନି+ରୂପି ଧାତୁ+କର୍ମ. ଅନୀୟ) — ବର୍ଣ୍ଣନୀୟ — Describable
  • ସଂ. ବିଣ. (ନି+ରୂପି ଧାତୁ+କର୍ମ. ଅନୀୟ) — ନିଯୋଗ୍ୟ — Fit to be regulated or appointed