ନିରୁପେକ୍ଷ Nirupeksha

  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଉପେକ୍ଷା) — ଉପେକ୍ଷାଶୂନ୍ୟ — Free from indifference
  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଉପେକ୍ଷା) — ସାଧୁ — Honest; righteous