ନିରୁପମ Nirupama

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଉପମା ଯାହାର) — ଅନୁପମ; ଅତୁଳନୀୟ; ଅପ୍ରତିମ — Incomparable; matchless; peerless; paragon; unparalleled; unequalled