ନିରୁପଚାର Nirupachāra

  • ସଂ. ବିଣ. ପୁଂ — ଚିକିତ୍ସାହୀନ; ସେବାଶୂନ୍ୟ — Without medical attendance or treatment
  • ସଂ. ବିଣ. ପୁଂ — ସଜ୍ଜାହୀନ — Unequipped
  • ସଂ. ବିଣ. ପୁଂ — ଅପ୍ରଚଳିତ — Not in vogue
  • ସଂ. ବିଣ. ପୁଂ — ଉପାୟହୀନ — Helpless; remediless
  • ବି. — ଅନଭ୍ୟାସ — Want of practice
  • ବି. — ସେବାଶୂନ୍ୟତା — Want of service or attendance