ନିରୁଦ୍ୟମ Nirudyama

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଉଦ୍ୟମ) — ଉଦ୍ୟମହୀନ; ନିଶ୍ଚେଷ୍ଟ — Zealless; effortless
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଉଦ୍ୟମ) — ଅଳସ — Lazy; idle
  • ବି. — ନିଶ୍ଚେଷ୍ଟତା — Want of effort or exertion
  • ବି. — ଆଳସ୍ୟ — Laziness