ନିରୁଦ୍ୟତ Nirudyata

  • ସଂ. ବିଣ. ପୁଂ. (ନିର୍+ଉଦ୍ୟତ) — ଅନୁଦ୍ୟତ; ଅପ୍ରସ୍ତୁତ — Unready; not ready for; not prepared for
  • ସଂ. ବିଣ. ପୁଂ. (ନିର୍+ଉଦ୍ୟତ) — ଅପ୍ରବୃତ୍ତ — Not engaged in