ନିରୁଦ୍ବେଗ Nirudbega
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଉଦ୍ବେଗ) — ନିଶ୍ଚିତ — Free from anxiety
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଉଦ୍ବେଗ) — ସ୍ଥିର — Calm; tranquil
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଉଦ୍ବେଗ) — ଅକାତର; ଅଚଞ୍ଚଳ — Unperturbed; undisturbed; unagitated.;
- ବି. ନିରୁଦ୍ବିଗ୍ନତା — Freedom from perplexity or anxiety or sorrow
- ଦେ. କ୍ରି. ବିଣ. — ଉଦ୍ବେଗରହିତ ହୋଇ — Being free from anxiety
- ଦେ. କ୍ରି. ବିଣ. — ଯବନର ଭୋଗ ଲାଗି ତଷ ନିରୁଦ୍ବେଗ, ଯବନର ଛତ୍ର ତଳେ ପୈତୃକ ଅବନୀ—ରାଧାନାଥ.ମହାଯାତ୍ରା।
- ଦେ. କ୍ରି. ବିଣ. — ସ୍ଥିରଭାବରେ — Calmly