ନିରୁଦ୍ବିଗ୍ନ Nirudbigna

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଉଦ୍ବିଗ୍ନ) — ନିରାକୁଳ — Not perplexed
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଉଦ୍ବିଗ୍ନ) — ନିଶ୍ଚିନ୍ତ; ସ୍ଥିର; ଶାନ୍ତ — Sedate; free from alarm or anxiety
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଉଦ୍ବିଗ୍ନ) — ଅଭୀତ — Unalarmed